top of page

A pruthibi heu swarga samana

ଏ ପୃଥ୍ବୀ ହେଉ ସ୍ବର୍ଗ ସମାନ

ପ୍ରଭୁ ତୁମ ମହା ଆଶୀଷରେ

ପ୍ରାର୍ଥନା ଆମ ତୁମ ଚରଣରେ

ତୁମ ରାଜ୍ୟ ଆସୁ ଜଗତରେ

 

ତମରି ରାଜ୍ୟ ପ୍ରେମରେ ଭରା

ଚିର ଶାନ୍ତିର ଶିଖା ଜଳେ

ତୁମରି ରାଜ୍ୟ ପବିତ୍ର ଯହିଁ

ଧର୍ମର ଢ଼େଉ ସଦା ଖେଳେ

ସରଗେ ଯେପରି ସେହିପରି ହେଉ

ଅଶାନ୍ତ ଏହି ପୃଥ୍ବୀରେ

A pruthibi heu swarga samana prabhu tuma maha ashishare prarthana ama tuma charanare

tuma rajya asu jagatare

 

tamari rajya premare bhara

chira shantira shikha jale

tumari rajya pabitra jahin

dharmara dheu sada khele

sarage jepari sehipari heu

ashanta ehi pruthibire

bottom of page