top of page

A pruthibi janu ame jisunkoro

ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର

ଆମେ ଯୀଶୁଙ୍କର

ଦେଖି ଆମ ପ୍ରେମ ଏ ଜଗତ ଜାଣୁ

ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର


ଈଶ୍ବରଙ୍କଠାରେ ଆମେ ସର୍ବେ ଏକ

ପ୍ରାର୍ଥନା ବିଶ୍ୱାସେ ସାଜି ସୈନିକ

ଆମ କାମ ଦେଖି ଜଗତ ଜାଣିବ

ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର


ଦେଖାଇବୁ ପଥ ଆମେ ଅନ୍ଧକାରେ

କ୍ଷମି ଯିବୁ ଶତ୍ରୁ ପୁଣି ପ୍ରେମ ଭରେ

ସେହି ପ୍ରେମ ଦେଖି ଜଗତ କହିବ

ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର


ପ୍ରଶଂସା କରିବୁ ରାଜା ରାଜାଙ୍କର

ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କର

ଦେଖି ସେ ପ୍ରଶଂସା ସରବେ ଜାଣିବେ

ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର

A pruthibi janu ame jishunkara 

ame jishunkara

dekhi ama prema e jagata janu

ame jishunkara


ishwarankathare ame sarbe eka 

prarthana bishwase saji sainika 

ama kama dekhi jagata janiba

ame jishunkara


dekhaibu potho ame andhakare 

khyamijibu shatru puni prema bhore

sehi prema dekhi jagata janiba

ame jishunkara


prashamsa karibu raja rajankara 

pita putra puni pabitratmankara

dekhi se prasansa sarobe janibe

ame jisunkara

bottom of page