top of page

Aei dharapore tumo gito subhe
ଏଇ ଧରା ପରେ ତୁମ ଗୀତ ଶୁଭେ
ପୂଣ୍ୟ ନାମ ମଧୁନାମ
ଅହରହ ସତେ ଶୁଭେ
ଶୁଭେ ... ଶୁଭେ ... ଶୁଭେ ... - 0-
ସେ ନାମଟି ଦିଏ ଶକ୍ତି
ସେ ନାମକୁ ମୁଁ କରେ ଭକତି
ସେ ନାମଟି ଦିଏ ତୃପ୍ତି
ସେ ନାମରେ ମୁଁ ପାଏ ଶାନ୍ତି
ଭଜିଲେ ସେ ନାମ ନିତି
ପାପୀ ମୁଁ ପାଏ ମୁକତି –୧
ସେହି ନାମେ ଛୋଟା ଚାଲେ
ସେ ନାମରେ ଘୁଙ୍ଗା ବୋଲେ
ସେହି ନାମେ ଅନ୍ଧ ଦେଖେ
ସେ ନାମରେ ମୃତ ଜାଗେ
ସେ ନାମ ନେଇ ଶରଣ
ବଧିର କରେ ଶ୍ରବଣ
ପୃଣ୍ୟ ନାମ ମଧୁ ନାମ -୨-
Ei dhara pare tuma gita subhe
Punya nama madhunama
Ahara sate subhe
Subhe... subhe... subhe... -0-
Se nama ti die shakti
Se namaku mun karu bhakti
Se nama ti die trupti
Se namera mun paie shanti
Bhajile se nama niti
Papi mun paie mukti –1
Sehi name chhota chale
Se namera ghunga bole
Sehi name andha dekhe
Se namera mruta jage
Se nama nei sharan
Badhiro kare shrabana
Prunya nama madhu nama -2-
bottom of page