
Aha kete karuna
ଆହା କେତେ କରୁଣା
ହେଲା ମୋର ଉପରେ
ବର୍ଣ୍ଣିବି କି ତାହା ମୋର
ଏହି ଛାର ମୁଖରେ ।।
ମରି ପାପ ଅଧର୍ମରେ
ଥିଲି କବର ମଧ୍ୟରେ
ଉଠିଅଛି ପାଇ ନୂଆ
ଜୀବନ ମୁଁ ଧର୍ମରେ ।।
ଥିଲି ମୁହିଁ ବନ୍ଦିପଣେ ଶୟତାନ ଜଞ୍ଜିରେ
ସେ ବନ୍ଧନ ହୋଇ ମୁକ୍ତ ପକାଗଲା ଦୂରରେ ।।
ଯାଉଥିଲି ଧାଇଁ ମୂହିଁ ସର୍ବନାଶ ପଥରେ
ଫେରିଅଛି ଏବେ ମୁହିଁ ଜୀବନର ମାର୍ଗରେ ।।
ଥିଲା କେତେ ପାପବୋଝ
ମୋର ମୁଣ୍ଡ ଉପରେ
ଦେଖି ସେ କାଲ୍ବରୀ କୁଶ
ପଡିଗଲା ତଳରେ ।।
ଥିଲି ମୁହିଁ ଶାପଗ୍ରସ୍ତ ଈଶ୍ବରଙ୍କ ଦୃଷ୍ଟିରେ
ମିଶି ଅଛି ଏବେ ତାଙ୍କ ପରିବାର ମଧ୍ୟରେ ।।
Aha kete karuna
Hela mora upare
Barnnibi ki taha mora
Ehi chharo mukhare.
Mari papa adharmare
Thili kavara madhyare
Uthiachhi pai nua
Jibana muni dharmare.
Thili muhinibandipane shayatana jonjire
Se bandhana hoi mukta paka gala dura re.
Yauthili dhaini muhinisarbanasha pathare
Feriachhi ebe muhinijibanara margare.
Thila kete papabojha
Mora munda upare
Dekhi se kalabari kuśa
Padigala talarē.
Thili muhinishāpagrāsta iswaranka drṣṭire
Mishi achhi ebe tānka paribāra madhyare