top of page

Aha ki ananda uchuli uthuchi

ଆହା କି ଆନନ୍ଦ ଉଛୁଳି ଉଠୁଛି 

ତାପିତ ହୃଦୟ ଭରି 

ମରଣ ବିଜୟୀ ଯୀଶୁ ଯାଚୁଛନ୍ତି 

ଅନନ୍ତି ଜୀବନ ଧରି 


ଧନ୍ୟ ତାଙ୍କ ପ୍ରେମ ଅନୁପମ 

ନାହିଁ ତୁଳନା ତାହା ସରି 

ମରଣର ଭୀତି କରି କୃଶେ ଇତି

ଉଠିଲେ ସେ ସମାଧି ଚିରି 


ଆସ ମିଳି ଯେତେ ପାପୀ ତାପୀ 

ଘେନ ଜୀବନ ତାଙ୍କୁ ଧରି 

ବିନା ମୂଲ୍ୟ ପରିତ୍ରାଣ ଦେବା ପାଇଁ 

ତୁମ ମୃତ୍ୟୁକୁ ନେଲେ ବରି

Aha ki ananda uchuli uthuchi 

tapita hrudaya bhari 

marana bijayi jishu jachuchanti 

ananta jibana dhari


dhanya tanka prema anupama 

nahin tulana taha sari 

maranara bhiti kari krushe iti 

uthile se samadhi chiri


asa mili jete papi tapi 

ghena jibana tanku dhari 

bina mulya paritrana deba pain 

tuma mrutyuku nele bari

bottom of page