top of page

Ahe Biswa Prano

ଆହେ ବିଶ୍ବ ପ୍ରାଣ ହୃଦୟ ରତନ

କଣ୍ଠୁ ଝରେ ଆମ ବନ୍ଦନା ଆବାହନ ।।

 

।୧ । ଆକାଶର ନୀଳିମାରେ ବନ ବିଥିକାରେ

ସାଗରର ଲହରୀରେ ଦୂର ଝରଣାରେ

ଦିଶେ ତୁମ ରୂପ ଛବି ଭୂବନ ମୋହନ ।।

 

।୨। ତାରା ହସେ ପକ୍ଷୀ ଗାଏ

ଋତୁ ଯାଏ ଋତୁ ଆସେ ତୁମ ଇଙ୍ଗିତରେ

ତୁମେ ସ୍ରଷ୍ଟା ତୁମେ ଶିଳ୍ପୀ

ଭକତର ଧ୍ୟାନ ॥

Aha biswa prana hrudaya ratana

Konthu jhare ama bandana abahana.

 

1. Akasara nilimare bana bithikare

sagarara laharire dura jharanare

Dishe tuṁ rupa chhabi bhuvana mohana.

 

2. Tara hase pakshi gaaye

Ritu jaaye ritu aase tum ingitare

Tume srasta tume śilpi

Bhaktara dhyan.

bottom of page