
Aji pranami tumaku chalibi
ଆଜି ପ୍ରଣମି ତୁମକୁ ଚଳିବି
ପ୍ରଭୁ ସାରାଟି ଦିନ ,
ତୁମେ ମୋ ' ଗମନ ପଥେ ଦୃଷ୍ଟି ରଖ,
ହେ ଦୟାବାନ
ସାରାଦିନ ଆଜି ଯାହା ମୁଁ ଚିନ୍ତିବି
ତବ ବାକ୍ୟ ଆଗ ସ୍ମରଣ ରଖୁବି
ସେ ବାକ୍ୟ ଖଡ଼ଗରେ
ପରାଭୂତ ହେବ କୁଚିନ୍ତାମାନ
ଛୋଟ ମୁଖେ ଆଜି ଯାହା ମୁଁ କହିବି
କାହାରି ମନରେ ଆଘାତ ନ ଦେବି
ପୁଣି ନ କହିବି ବହୁବାକ୍ୟ
ଆଉ କୁକଥାମାନ
ବଞ୍ଚିଥିବା ଯାଏ ଯାହା ମୁଁ କରିବି
ମୋ ' ଆତ୍ମାକୁ ଅପବିତ୍ର ନ କରିବି
ସର୍ବ କାର୍ଯ୍ୟ ଯେହ୍ନେ ପରିଚୟ ଦେବି
ଆତ୍ମାଙ୍କ ଦାନ
Aji pranami tumaku chalibi
prabhu sarati dina,
tume mo gamana pathe drushti rakha,
he dayaabana
saradina aji jaha mun chintibi
taba bakya aga smarana rakhibi
se bakya khadgare
parabhuta heba kuchintamana
chota mukhe aji jaha mun kahibi
kahari manare aghata na debi
puni na kahibi bahubakya
au kukathamana
banchithiba jae jaha mun karibi
mo atmaku apabitra na karibi
sarba karjya jehne parichaya debi
atmanka dana