
Akasha chanda tara
ଆକାଶ ଚାନ୍ଦ ତାରା
ଜଳ ସ୍ଥଳ ସୃଷ୍ଟି ସାରା
ତୁମରି ମହିମା ଗାଏ ପ୍ରଭୁ
ତୁମରି ମହିମା ଗାଏ
ତୁମେ ତ ବିଶ୍ୱପତି
ସବୁତ ତୁମ ସମ୍ପତ୍ତି
ସକଳ ମାନବ ଜାତି
ତୁମରି ମହିମା ଗାଏ
ହେ ମହୀୟାନ ପ୍ରେମେ ଆସି ଏ ଭୁବନ
ଧୋଇ ପାପୁ ମୋତେ
ଦେଖାଇଲ ତୁମ ପ୍ରେମ
ତୁମରି କରୁଣା ପାଇ ଲଭିଛି ସକଳ ମୁହିଁ
କରୁଣା ନିଧାନ ପ୍ରଭୁ
ତୁମରି ମହିମା ଗାଏ
ଫୁଲେ ଫୁଲେ କେତେ
ସୁବାସ ଦେଇଛ ଭରି
ପତରେ ପତରେ ସବୁଜ ରଙ୍ଗ କରି
ଧନ୍ୟ ହେ ଯୀଶୁ ମୋର
ଘେନ କୋଟି ନମସ୍କାର
ମହିମା ପ୍ରଶଂସା ତୁମ
ହେଉ ସଦାକାଳ ଯାଏ
Akasha chanda tara
Jala sthala srushti sara
Tumari mahima gae prabhu
Tumari mahima gae
Tume ta biswapati
Sabuta tuma sampatti
Sakala manaba jati
Tumari mahima gae
He mahiyan preme asi e bhuvana
Dhoi papu mote
Dekhaila tuma prema
Tumari karuna pai labhichi sakala muhina
Karuna nidhana prabhu
Tumari mahima gae
Phule phule kete
Subasa dei chha bhari
Patre patre sabuja ranga kari
Dhanya he Yesu mora
Ghena koti namaskara
Mahima prashansa tumi
Heu sadakala jae