top of page

Akashamandala parameshwaranka

ଆକାଶମଣ୍ଡଳ ପରମେଶ୍ବରଙ୍କ 

ଗଉରବ ବର୍ଣ୍ଣନା କରେ 

ଶୂନ୍ୟ ମଣ୍ଡଳ ତାଙ୍କ ହସ୍ତକୃତ 

କର୍ମ ସକଳ ପ୍ରକାଶ କରେ 


ଦିନ ପରେ ଦିନ ସିଏ ବାକ୍ୟ ଉଚ୍ଚାରେ 

ରାତି ପରେ ରାତି ଜ୍ଞାନ ପ୍ରକାଶ କରେ 

ରବ ତାର ବ୍ୟାପିଥାଏ  

ସାରା ପୃଥିବୀରେ ବାକ୍ୟ ତା’ର ବ୍ୟାପିଥାଏ  

ଶେଷ ସୀମା ଯାଏ 


ପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ ପ୍ରାଣ ପାଇଁ ହିତ 

ପ୍ରମାଣ ବା ଅଟଳ ଜ୍ଞାନ ପ୍ରଦାୟକ  

ପ୍ରଭୁଙ୍କ ବିଧୂ ଯଥାର୍ଥ 

ଆନନ୍ଦଜନକ ଆଜ୍ଞା ସକଳ ନିର୍ମଳ 

ଚକ୍ଷୁର ଆଲୋକ

Akashamandala parameshwaranka 

gauraba barnnana kare 

shunya mandala tanka hastakruta 

karma sakala prakasha kare 


dina pare dina sie bakya uchchare 

rati pare rati gyana prakasha kare 

raba tara byaapithae sara pruthibire 

bakya tara byaapithae shesha sima jae


prabhunka byabastha siddha 

prana pain hita 

pramana bakya atala gyana pradayaka 

prabhunka bidhi jathartha 

anandajanaka agya sakala nirmala 

chakhyura aloka

bottom of page