top of page

Ame barttabaha shantira

ଆମେ ବାର୍ତ୍ତାବହ ଶାନ୍ତିର 

ପ୍ରେମ ଆମ ଭାଷା ଏଇ ଧରାରେ 

କ୍ଷମା ଗୀତ ଝରେ ଆମ ଅଧରେ 

ଆମେ ପ୍ରତିବିମ୍ବ ଜ୍ୟୋତିର 


ଏ ପୃଥିବୀ ଖୋଜୁଛି ଶାନ୍ତିର ପଥ 

ସେ ଜାଣେନା ଆଜି ବି ଜୀବନ ଅର୍ଥ 

ସେ ଧରାରେ ଆମେ ହିଁ 

ଆଶାର ଆଲୋକ ବର୍ତ୍ତିକା ପ୍ରିତି ମୁକ୍ତିର 


ହେ ମଣିଷ ଆଜିବି ତେଜରେ ସ୍ଵାର୍ଥ 

ତ୍ୟାଗ ବିନା ପ୍ରତିଟି ଜୀବନ ବ୍ୟର୍ଥ 

ପରିଚୟ ଆମେ ସେ କୁଶର 

ଏଇ ଆମ ଲକ୍ଷ୍ୟ ସ୍ବର୍ଗ ଯାତ୍ରୀର 

ଆମେ ବାର୍ତ୍ତାବହ ଶାନ୍ତିର

Ame barttabaha shantira 

prema ama bhasha ei dharare 

khyama gita jhare ama adhare 

ame pratibimba jyotira 


e pruthibi khojuchi shantira patha 

se janena aji bi jibana artha 

se dharare ame hin ashara 

aloka barttika priti muktira 


he manisha ajibi tejare swartha 

tyaaga bina pratiti jibana byartha 

parichaya ame se krushara 

ei ama lakshya swarga jatrira 

ame barttabaha shantira

bottom of page