top of page

Ame bijayi heba

ଆମେ ବିଜୟୀ ହେବା ( 2 )
ଆମେ ବିଜୟୀ ହେବା ସେଦିନ
ମନେ ଅଛି ବିଶ୍ବାସ , ଦୃଢ଼ ବିଶ୍ବାସ
ଆମେ ବିଜୟୀ ହେବା ସେଦିନ

ଆମେ ଶାନ୍ତି ଆଣିବା ( 2 )
ଆମେ ଶାନ୍ତି ଆଣିବା ସେଦିନ
ମନେ ଅଛି ବିଶ୍ବାସ , ଦୃଢ଼ ବିଶ୍ବାସ
ଆମେ ବିଜୟୀ ହେବା ସେଦିନ

ଆମେ ମିଳି ଚାଲିବା ( 2 )
ଆମେ ମିଳି ଚାଲିବା ସେଦିନ
ମନେ ଅଛି ବିଶ୍ବାସ , ଦୃଢ଼ ବିଶ୍ବାସ
ଆମେ ବିଜୟୀ ହେବା ସେଦିନ

ଯୀଶୁ ରାଜା ଆସିବେ ( 2 )
ନ୍ୟାୟ ଶାନ୍ତି ଆଣିବେ ସେଦିନ
ମନେ ଅଛି ବିଶ୍ବାସ , ଦୃଢ଼ ବିଶ୍ବାସ
ଆମେ ବିଜୟୀ ହେବା ସେଦିନame

ame bijayi heba sedina

mane achi bishvasa , drudha bishwaasa

ame bijayi heba sedina

 

ame shanti aniba

ame shanti aniba sedina

mane achi bishvasa , drudha . bishwaasa

ame bijayi heba sedina

 

ame mili chaliba

ame mili chaliba sedina

mane achi bishvasa , drudha bishwaasa

ame bijayi heba sedina

 

jishu raja asibe

nyaaya shanti anibe sedina

mane achi bishvasa , drudha bishwaasa

ame bijayi heba sedina

bottom of page