top of page

Ame gai gaiba, ame nachi nachiba
ଆମେ ଗାଇ ଗାଇବା ,
ଆମେ ନାଚି ନାଚିବା
ଆମେ ହସି ହସିବା , ଆମେ ସ୍ତୁତି କରିବା
ପବିତ୍ର ଆମ୍ରାରେ
ଗାଅ ହେ ହାଲେଲୁୟା ... ହୋଶାନ୍ତା ( ୪ଥର )
କରି ଯୀଶୁ ନାମେ ବନ୍ଦନା
ଗାଅ ହେ ହାଲେଲୁୟା ହୋଶାନ୍ନା –o
ପ୍ରେମେ ସ୍ଵର୍ଗେ ଅବତରିଲ ,
କୃଶେ ଦେଲ ନିଜ ପରାଣ
ପାତକୀର ପାଇଁ କରି ପ୍ରେମ ,
ଖୋଜିଲ ମୁକତୀର ସନ୍ଧାନ
ଆନନ୍ଦରେ କରୁ ଅଚ୍ଛନା
ଗାଅ ହେ ... ହାଲେଲୁୟା ହୋଶାନ୍ନା -୧
ଆସ ଆହେ ସରବେ ଜନେ
ଭେଟ ଯିବା ତାଙ୍କ ଚରଣେ
କରି ଭଙ୍ଗା ହୃଦୟ ଅରପଣ
ଲଭିବି ଜୀବନେ ଶାନ୍ତି ପ୍ରେମ
ପାଇବି ତାଙ୍କ କରୁଣା ଗାଅ ହେ
ହାଲେଲୁୟା ... ହୋଶାନ୍ନା
କରି ଯୀଶୁ ନାମେ ବନ୍ଦନା
ଗାଅ ହେ ... ହାଲେଲୁୟା ହୋଶାନ୍ନା -୨
bottom of page