
Ame roktokrito tanko rokte dhouto
ଆମେ ରକ୍ତକ୍ରିତ ତାଙ୍କ ରକ୍ତେଧୈତ
ଯୀଶୁଙ୍କ ଅମୂଲ୍ୟ ରକ୍ତରେ
ଆମେ ସବୁ ଏକ ସାଧୁଙ୍କ ସହିତ
ଯୀଶୁଙ୍କ ଅମୀୟ ପ୍ରେମରେ
ଆମେ ସବୁ ମେଷ ଗୋଟିଏ ପଲର
ଏକ ହିଁ ବିଶ୍ୱାସ ଏକ ପରିବାର
ଯୀଶୁ ହିଁ ପାଳକ ଆମର
ହାଲ୍ଲେଲୂୟା (୪ ଥର) ଯୀଶୁ ହିଁ ପାଳକ ଆମର
ଏକ ଶରୀରେ ଆମେ ସଂଯୁକ୍ତ
ଖ୍ରୀଷ୍ଟ ପ୍ରଭୁ ଆମ ମସ୍ତକ
ସ୍ୱର୍ଗ ଆମ ଚିର ଦିବ୍ୟଧାମ
ଆମେରେ ସଭିଏଁ ମନୋନୀତ
ଆମେ ନିମନ୍ରିତ
ଆମେ ସବୁ ମେଷ ଗୋଟିଏ ପଲର
ଏକ ହିଁ ବିଶ୍ୱାସ ଏକ ପରିବାର
ଯୀଶୁ ହିଁ ପାଳକ ଆମର
ହାଲ୍ଲେଲୂୟା (୪ ଥର) ଯୀଶୁ ହିଁ ପାଳକ ଆମର
ଧାର୍ମିକତା ଆମ ବସନ
ସତ୍ୟ ଆମ କଟି ବନ୍ଧନ
ଭ୍ରାତୃ ପ୍ରେମ ଅଟେ ଚିହ୍ନ ଆମ
ସେବା ହିଁ ଜୀବନେ ସୁମହତ
ସେବା ଆମ ବ୍ରତ
ଆମେ ସବୁ ମେଷ ଗୋଟିଏ ପଲର
ଏକ ହିଁ ବିଶ୍ୱାସ ଏକ ପରିବାର
ଯୀଶୁ ହିଁ ପାଳକ ଆମର
ହାଲ୍ଲେଲୂୟା (୪ ଥର) ଯୀଶୁ ହିଁ ପାଳକ ଆମର
Ame roktokrito tanko rokte dhouto
Jisunko omuliyo roktore
Ame sobu eko sadhunko sohito
Jisunko omiyo premore
Ame sobu meso gotiye poloro
Eko hi bisbaso eko poribaro
Jisu hi paloko amoro
Hallelujah (2) jisu hi paloko amoro
Eko sorire ame songjukto
Kristo probhu amo mostoko
Sworgo amo chiro dibyodhamo
Amere sobhiye mononito
Ame nimontrito
Ame sobu meso gotiye poloro
Eko hi bisbaso eko poribaro
Jisu hi paloko amoro
Hallelujah (2) jisu hi paloko amoro
Dharmikota amo bosono
Sotyo amo koti bondhono
Bhatru premo ote chinho amo
Seba hi jibone sumohoto
Seba amo broto
Ame sobu meso gotiye poloro
Eko hi bisbaso eko poribaro
Jisu hi paloko amoro
Hallelujah (2) jisu hi paloko amoro