top of page

Anao thore krusho upore

ଅନାଅ ଥରେ କୃଶ ଉପରେ

ଝୁଲୁଛି ତାଙ୍କ ଶରୀର

ମୁକତି ଘେନ ଯାଉଛି ଝରି

ତାଙ୍କରି ରୁଧିର


ହେଲେ ସେ ଦୁଃଖି ଆମରି ପାଇଁ

ତେଜିଲେ ସରଗ

ମରଣେ ତାଙ୍କ ଖୋଜିଲେ ପଥ

ଅମର ପ୍ରେମର


ଆସରେ ଆସ ପାପୀ ମାନବ

ଯୀଶୁଙ୍କ ଚରଣେ

ଘୁଞ୍ଚିବ ତୁମ ପାପର ବୋଝ

ତାଙ୍କରି ଆଶିଷେ


ସମୟ ଏହି ନ କର ଡେରି

ଆସରେ ସରବେ

ଯୀଶୁଙ୍କ ପ୍ରେମ ଭରିବ ତୁମ

ଶାନ୍ତି ସେ ଅନ୍ତରେ

anao thare krusha upare 

jhuluchi tanka sharira 

mukati ghena jauchi 

jhari tankari rudhira


hele se duhkhi amari pain 

tejile saraga 

marane tanka kholile patha 

amara premara


asare asa papi manaba 

jishunko charane 

ghunchibo tumo paporo bojho

tankori asishe


samayo ahi nokoro deri

asare sarobe

jisunko premo bharibo tumo

santi se antore

bottom of page