top of page

Andhakara ghera dharare
ଅନ୍ଧକାର ଘେରା ଧରାରେ
ମୁକତି ଦୀପ ଜଳାଇବା
ଗ୍ରାମରେ ଗ୍ରାମରେ ଗିରି କନ୍ଦରରେ
ଜଳିବା ଲଜିତ ନୋହିବ
ମରୁ ମରୀଚିକା ଜଗତେ
ତୃଷିତ ପରାଣ ରହିତେ
ଜୀବନର ଝର ଝରୁଛି କୃଶରେ
କ୍ଳାନ୍ତ ଜନତା ଆସରେ
ଶୁଣି ନାହିଁ କି ସେ ଆଦେଶ
ଯାଅ ସମଗ୍ର ଜାତି ପାଶ
କୁହ ମୁକ୍ତି ଅଛି ଯୀଶୁଙ୍କ ପାସରେ
ନ ରଖିବା ଲଜ୍ଜା ମନରେ
andhakara ghera dharare
mukati dipa jalaiba
gramare gramare giri kandarare
jaliba lajita nohiba
maru marichika jagate
trushita parana rahite
jibanara jhara jharuchi krushare
klanta janata asare
shuni nahin ki se adesha
jaa samagra jati pasha
kuha mukti achi jishunka pashare
na rakhiba lajja manare
bottom of page