top of page

Anutapa nira nei

ଅନୁତାପ ନିର ନେଇ

କାନ୍ଦେ ମୋ ଅନ୍ତର

ଭାଳେ ମୁହିଁ ଦେଲ କିମ୍ପା

ମୋ ଲାଗି ରୁଧିର


ସୃଷ୍ଟି ପାଇଁ ମନେ କିମ୍ପା

ସରାଗ ଯେ ଭରିଲ

ତୁମେ କିମ୍ପା ନୀରବରେ

କୃଶ ବହିଲ

କୃଶ ଝରା ବାଣୀ ତୁମ

କେତେ ଯେ ମଧୁର


ପାପ ପଥେ ହଜିଥିଲି

ତୁମେ କିମ୍ପା ଖୋଜିଲ

ମୋ ଜୀବନ ମୁକ୍ତି ଲାଗି

ବ୍ୟଥା ସହିଲ

ପତିତ ମୁଁ ଯାଏ ଛୁଇଁ

ତୁମରି ପୟର

Anutapa nira nei

kande mo antara 

bhale muhin dela kimpa 

mo' lagi rudhira 


srushti pain mane kimpa 

saraga je bharila 

tume kimpa nirabare 

krusha bahila 

krusha jhara bani tuma 

kete je madhura 


papa pathe hajithili 

tume kimpa khojila 

mo jibana mukti lagi 

byatha sahila 

patita mun jae chuin 

tumari payara

bottom of page