top of page

Archana archana archana
ଅର୍ଚ୍ଚନା ... ଅର୍ଚ୍ଚନା ... ଅର୍ଚ୍ଚନା ,
ଘେନ ଅର୍ଚ୍ଚନା ... ଆମ ଅର୍ଚ୍ଚନା ,
ଅର୍ଚ୍ଚନା ... ଅର୍ଚ୍ଚନା
ତୁମେ ପଥ ତୁମେ ସତ୍ୟ ,
ତୁମେ ଜୀବନର ଉଦ୍ଦିପନା
ଅର୍ଚ୍ଚନା କରିଯିବି ... ବନ୍ଦନା ଗାଇଯିବି
ଜୀବନ ତବ ପାଦେ ଅର୍ପିବି -୦
ପ୍ରିୟତ୍ତମ ପ୍ରଭୁ ଈଶ୍ବର ,
ପ୍ରେମ ଭରା ଶାନ୍ତି ଆକର
ରହିଥିବ ଯୁଗ ଯୁଗର ,
ମହିମା - ସରଗର - ୧
ଅଭିସାର ମମ ପ୍ରାଣର ,
ଅନୁପମ ମମ ଅନ୍ତର
ବନ୍ଦନା ତୁମ ହୃଦର ,
ଆଧାର ଜଗତର -9
bottom of page