top of page

Asa ananda hoi prabhu prasansa gai
ଆସ ଆନନ୍ଦ ହୋଇ ପ୍ରଭୁ ପ୍ରଶଂସା ଗାଇ
ଯେହେତୁ ଚୀରସ୍ଥାୟୀ ତାଙ୍କ କୃପା ଅଟଇ ॥
ଜଗତ ସେ ଆଦ୍ୟରେ ପୂର୍ଣ୍ଣ କଲେ ଦୀପ୍ତିରେ
ଯେହେତୁ ଚୀରସ୍ଥାୟୀ ତାଙ୍କ କୃପା ଅଟଇ ॥
ସମସ୍ତଙ୍କ ପାଳନ କରନ୍ତି ଦିନୁ ଦିନ
ଯେହେତୁ ଚୀରସ୍ଥାୟୀ ତାଙ୍କ କୃପା ଅଟଇ ॥
ଆଖି ଆମ୍ଭ ଦୁଃଖକୁ କୋଳୁ ଦେଇ ପୁତ୍ରଙ୍କୁ
ଯେହେତୁ ଚୀରସ୍ଥାୟୀ ତାଙ୍କ କୃପା ଅଟଇ ॥
ଏଣୁ ଗାଇବା ନିତି ତାଙ୍କ ତାଙ୍କ ପ୍ରଶଂସା ସ୍ତୁତି
ଯେହେତୁ ଚୀରସ୍ଥାୟୀ ତାଙ୍କ କୃପା ଅଟଇ ॥
1) asa ananda hoi prabhu prasansa ga'i
jehetu chirasthayi tanka krupa ata'i.
2) jagata se aadyare purnna kale diptire
jehetu chirasthayi tanka krupa ata'i.
3) samastanka palana karanti dinu dina
jehetu chirasthayi tanka krpa ata'i.
4) akhi ambha duhkhaku kolu de'i putranku
jehetu chirasthayi tanka krpa ata'i.
5) enu ga'iba niti tanka tanka prasansa stuti
jehetu chirasthayi tanka krpa ata'i.
bottom of page