top of page

Ashara suruja uinchi aji
ଆଶାର ସୂରୁଜ ଉଇଁଛି ଆଜି
ଉତ୍କଳ ରାଇଜେ ବିଶ୍ବାସୀ ମଣ୍ଡଳୀ
ପରିତ୍ରାଣ ( ୩ ଥର )
ଗୀତ ଯାଉଛି ।
ଘରେ ଘରେ ଶୁଭେ ଯୀଶୁ ପ୍ରିୟ ନାମ
ଅରପି ଦିପାଳୀ ନୈବେଦ୍ୟ ଆମ
ନଗରେ ନଗରେ କୁଶର କାହାଣୀ
ଶୁଭ ଶଙ୍ଖ ( ୩ ଥର )
ବେଶେ ବାଜୁଛି
ପରିଚୟ ଆମ କୁଶର ସେବକ
ନ କରିବା ଆମେ ଯୀଶୁ ଏ ନାୟକ
ଚିର ଆମର ସରଗ ଭୁବନ
ହାତଠାରି ( ୩ ଥର )
ତୋତେ ଡାକୁଛି
Ashara suruja uinchi aji
utkala raije bishwaasi mandali
paritrana (3 thara)
gita jauchi
ghare ghare shubhe jishu priya nama
arapi dipali naibedya ama
nagare nagare krushara kahani
shubha shankha (3 thara)
beshe bajuchi
parichaya ama krushara sebaka
na kariba ame jishu e nayaka
chira amara saraga bhubana
hatathari (3 thara)
tote dakuchi
bottom of page