top of page

Ashisa Karata tume hai prabhu

​

ଆଶିଷ କରତା ତୁମେ ହେ ପ୍ରଭୁ

ଆଶିଷ କର ମହା ମିଳନେ


ତୁମ ଦୟା ପ୍ରେମ ଗୌରବ ପ୍ରଶଂସା

କରିବୁ ଆମରି ଜୀବନେ -2

ଆଶିଷ କରତା

ହାଲେଲୁୟା...ହାଲେଲୁୟା...2


ଏ ଶୁଭ ମିଳନେ ସବୁରି ଅନ୍ତରେ

ଭରି ଦିଅ ତୁମ ପ୍ରେମ

ଗାଇବୁ ପ୍ରଭୁ ହେ ତୁମରି ସେ ନାମ

ଉଦିପିତ ହେଉ ମନ

ହାଲେଲୁୟା...ହାଲେଲୁୟା...

ଆଶିଷ କରତା ...


ଜୀବନରେ କଳୁଷିତ ପାପି

ତୁମ ଚରଣେ

କ୍ଷମା କର ପ୍ରଭୁ ପାପର କାଳିମା

ଉଲସିତ ହେଉ ମନେ

ହାଲେଲୁୟା...ହାଲେଲୁୟା...2

bottom of page