top of page

Ashisa Karata tume hai prabhu

ଆଶିଷ କରତା ତୁମେ ହେ ପ୍ରଭୁ

ଆଶିଷ କର ମହା ମିଳନେ


ତୁମ ଦୟା ପ୍ରେମ ଗୌରବ ପ୍ରଶଂସା

କରିବୁ ଆମରି ଜୀବନେ -2

ଆଶିଷ କରତା

ହାଲେଲୁୟା...ହାଲେଲୁୟା...2


ଏ ଶୁଭ ମିଳନେ ସବୁରି ଅନ୍ତରେ

ଭରି ଦିଅ ତୁମ ପ୍ରେମ

ଗାଇବୁ ପ୍ରଭୁ ହେ ତୁମରି ସେ ନାମ

ଉଦିପିତ ହେଉ ମନ

ହାଲେଲୁୟା...ହାଲେଲୁୟା...

ଆଶିଷ କରତା ...


ଜୀବନରେ କଳୁଷିତ ପାପି

ତୁମ ଚରଣେ

କ୍ଷମା କର ପ୍ରଭୁ ପାପର କାଳିମା

ଉଲସିତ ହେଉ ମନେ

ହାଲେଲୁୟା...ହାଲେଲୁୟା...2

bottom of page