top of page

Atulo sei premoro jhoro

Am F G D

ଅତୁଳ ସେଇ ପ୍ରେମର ଝର
ଦେଖ ଝରି ଯାଏ...କାଳବରୀ ପରେ
ହୋ...କାଳବରୀ ପରେ

କେହିପାରିନି ଜୀବନ ଦେଇ ଏଇ ଜଗତରେ
ପାପର ଦାଗ ଲିଭାଇ ଦେଇ ନିଜ ରକତରେ
ରୁଧିରସେଇ ପାପୀର ପାଇଁ ଦେଖ ଝରି ଯାଏ,
କାଳବରୀ ପରେ

ସେ ମହା ପ୍ରେମ ପାଇବା ପାଇଁ ଚାହଁ କୄଶେ ଥରେ
ଯିବନୁ ପାପ ଧୋଇବା ପାଇଁ କ୍ଷମା ଲହୁ ଧାରେ
ଅସୀମ ସେଇ ତ୍ୟାଗର କଥା କୃଶ କହି ଯାଏ,
କାଳବରୀ ପରେ...

Atulo sei premoro jhoro
Dekho jhori jaye...Calvary pore

ho... Calvary pore

Kehiparini jebono dei ae jogotore

Paaporo dago libhai dei nijo rokotore
Rudhirosei paapiro payi dekho jhori jaye,

Calvary pore...

Se moha premo paiba payi chaho cruse thore
Jibonu paapo dhoiba payi khyoma lohu dhare
Osimo sei tyaagoro kotha cruso kohi jaaye,

Calvary pore...

bottom of page