top of page

Au ratri nahi au klanti nahi
ଆଉ ରାତ୍ରି ନାହିଁ, ଆଉ କ୍ଳାନ୍ତି ନାହିଁ
ଆଉ ମୃତ୍ଯୁ ନାହିଁ ଧରାପରେ,
ମୃତ୍ୟୁ ହଜିଛି ଦୂରେ
ବିଜୟୀ ଯୀଶୁ ଉଠିଛନ୍ତି ଆଜି
ଏହି ଶୁଭ ଲଗନରେ ॥
୧| ଆସରେ ଆସ ବିଶ୍ବର ଯେତେ
କ୍ଳାନ୍ତ ଜନତା ଆଜି
ଅମର ଖ୍ରୀଷ୍ଟ ବନ୍ଦନା ଗାଇ
ଚରଣେ ଯାଅରେ ହଜି
ଲଜ୍ଜିତ ଆଗୋ ପରଲୋକ କୁହ,
ଜୟତୁମ କେଉଁଠାରେ ?
୨| ଯୀଶୁତ ଆମର ପଥ ଆଉ ସତ୍ୟ
ପୁନରୁତ୍ଥାନ ସେହି
ପତିତକୁ ଦେଲେ ବିଜୟୀ ଜୀବନ
କ୍ରୁଶର କଷଣ ସହି
ଚିର ଉନ୍ନତ ବୀର କ୍ରୁଶ
ଜୟ ତୁମ ରକତରେ ॥
bottom of page