top of page

Bahigola lahudhara

​

ବହିଗଲା ଲହୁଧାର ପାପୀ ତୋ ପାଇଁ

ଶେଷ ହେଲା ବଳିଦାନ ପାପୀ ତୋ ପାଇଁ


କାଲବରୀ ବୁକେ ଝରିଲା ତପତ ରୁଧିର

ରୁଧିର ନୁହେଁ ସେ ପ୍ରେମର ଅମୃତ ଝର

ଜଗତରେ ସେ ପ୍ରେମର ତୁଳନା ନାହିଁ


ପାପଶୁନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣ

ଦିନହୀନ ହୋଇ ତୋତେ ସେ କଲେ ଧନବାନ

ସ୍ୱର୍ଗୀୟ ସେ ଧନର କଳନା ନାହିଁ


bottom of page