HOME
SELECT LANGUAGE
CONTACT
Add/Update Songs
More
ବହିଗଲା ଲହୁଧାର ପାପୀ ତୋ ପାଇଁ
ଶେଷ ହେଲା ବଳିଦାନ ପାପୀ ତୋ ପାଇଁ
କାଲବରୀ ବୁକେ ଝରିଲା ତପତ ରୁଧିର
ରୁଧିର ନୁହେଁ ସେ ପ୍ରେମର ଅମୃତ ଝର
ଜଗତରେ ସେ ପ୍ରେମର ତୁଳନା ନାହିଁ
ପାପଶୁନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣ
ଦିନହୀନ ହୋଇ ତୋତେ ସେ କଲେ ଧନବାନ
ସ୍ୱର୍ଗୀୟ ସେ ଧନର କଳନା ନାହିଁ