
Basichi mu pada tole
ବସିଛି ମୁଁ ପାଦ ତଳେ
ମୋର ଯୀଶୁଙ୍କ ପାଦ ତଳେ
କେତେ ଶାନ୍ତି କେତେ ମୁକ୍ତି
ପାଇଛି ମୁଁ ସେ ପାଦ ତଳେ ॥
।୧। ନିରାଶ ମନରେ ଆସେ ଯେବେ
କରେ ବିନତି ମୁଁ ତାଙ୍କ ପାଶେ
ମୋ ପ୍ରାର୍ଥନା ସେ ଶୁଣନ୍ତି (୨ଥର)
ଯେବେ ମୁଁ ତାକେ ପାଦତଳେ ॥
।୨। ଯେବେ ମୁଁ ଯୀଶୁଙ୍କ ପାଶେ ଯାଏ
ପାପ କ୍ଷମା ଆଉ ପ୍ରେମ ପାଏ
ମୋ ଜୀବନ ସମର୍ପିଦିଏ (୨ଥର)
ମୋର ଯୀଶୁଙ୍କ ପାଦ ତଳେ ॥
।୩। ଯେବେ ମୁଁ ତାଙ୍କରି ପାଦ ତଳେ
ନିରବରେ ବସି ଅଶ୍ରୁ ଢ଼ାଳେ
ଅଶ୍ରୁ ମୋର ସେ ପୋଛନ୍ତି (୨ଥର)
ସାନ୍ତନା ପାଏ ମୁଁ ତାଙ୍କ ଠାରେ ।।
Basichi mun pada tale
mora Jisunka pada tale
Kete shanti kete mukti
paichi mun se pada tale ॥
1. Nirasha manare ase jebe
kare binati mun tanka pashe
Mo prarthana se sunanti (2 times)
jebe mun tanke padatale ॥
2. Jebe mun Jisunka pashe jae
papa kshama au prema pae
Mo jibana samarpidie (2 times)
mora Jisunka pada tale ॥
3. Jebe mun tankari pada tale
nirabare basi ashru dhale
Ashru mora se pochhanti (2 times)
santana pae mun tanka thare ॥