top of page

Bhubasigono prabhunkoro stutikoro
ଭୂବାସୀଗଣ ପ୍ରଭୁଙ୍କର ସ୍ତୁତିକର
ଆନନ୍ଦରେ ତାଙ୍କରି ସେବା କର
ସଙ୍ଗୀତରେ ତାଙ୍କରି ସ୍ତୁତି କର
ସେ ମଙ୍ଗଳମୟ ଦୟାରେ ପରିପୂର୍ଣ,
ସେ କରୁଣାମୟ ସଦାସ୍ତୁତି ତାଙ୍କର -o
ସଦାପ୍ରଭୁ ସେ ଆମ ପରମେଶ୍ଵର
ଏହା ତୁମେ ଜ୍ଞାତ ହୁଅ (୨)
ସେ ଆମ ପାଳକ, ଆମେ ତାଙ୍କରି ମେଷ
ତାଙ୍କରି ସ୍ତୁତି କର –୧–
ସଦାପ୍ରଭୁ ଯେ ଆମ ବିଶ୍ଵାସଯୋଗ୍ୟ
ଏହା ତୁମେ ସାକ୍ଷ୍ୟ ଦିଅ
ସେ ଆମରି ପିତା ଆମେ ତାଙ୍କ ସନ୍ତାନ
ତାଙ୍କରି ସ୍ତୁତି କର -9-
Bhubasigana prabhunkara stutikara
Anandare tankari seva kara
Sangitare tankari stuti kara
Se mangalamaya dayare paripurna,
Se karunamaya sadastuti tankara -o
Sadaprobhu se ama parameswara
Eha tume gynata hua (2)
Se ama palaka, ame tankari mesa
Tankari stuti kara –1–
Sadaprabhu je ama biswasayogya
Eha tume saksya dia
Se amari pita, ame tanka santana
Tankari stuti kara -2-
bottom of page