top of page

Bhuli nai bhulibini kebe

ଭୁଲି ନାହିଁ ଭୁଲିବିନି କେବେ

ତାଙ୍କରି ପ୍ରେମକୁ

ପାପ ଭାର ବହି ଗଲେ ସେ ଯେ ଚାଲି

କାଲବରୀ କ୍ରୁଶକୁ ଭୁଲିନାହିଁ…ଭୁଲିବିନି

ଏପରି ପ୍ରେମକୁ 


ଶତୃଲାଗି କେହି କେବେ କି କାନ୍ଦିଛି

ତା ପାଇଁ ବୁକୁର ରୁଧିର ଢାଳିଛି

ସେହି ଯୀଶୁ ପ୍ରେମ ଡୋରେ

ବାନ୍ଧିଲେ ମୋ ମନକୁ


ବନ୍ଧୁ ହେ ତୁମେ ଭୁଲନା ସେ ପ୍ରେମ

ସେ ମଧୁର ନାମେ ଘେନ ପରିତ୍ରାଣ

ସେହି ଯୀଶୁ କୃଶ ତଳେ

ଭାଙ୍ଗିଲେ ମୋ ମନକୁ

Bhuli nahi bhulibini kebe

tankari premaku

papa bhara bahi gale se je chali

kalabari krusaku bhulinahi ... bhulibihi 

epari premaku

 

satrulagi kehi kebe ki kandichi

ta pa'i bukura rudhira dhalichi

sehi jisu prema dore

bandhile mo manaku

 

bandhu he tume bhulana se prema

se madhura name ghena paritrana

sehi jisu krusa tale

bhangile mo manaku

bottom of page