top of page

Bishwasi samaste, jayadhwani kari

Verse 1

 

ବିଶ୍ବାସୀ ସମସ୍ତେ, ଜୟଧ୍ବନୀ କରି

ଆସ ବେଥଲିହିମ ପୁରକୁ

ପାପିଙ୍କ ତ୍ରାତଯୀଶୁଙ୍କୁ ଅନାଅ,

ହେ ଆସ ହୃଷ୍ଟ ହୋଇ

ଆନନ୍ଦଧ୍ବନୀ କରି

ପ୍ରଣାମ କରୁ ମହପ୍ରଭୁଙ୍କୁ ।

 

Verse 2

 

ହେ ମହିମରାଜସୈନ୍ୟଗଣ ପ୍ରଭୁ

ସତ୍ୟ ଅନାଦି ପରମେଶ୍ବର,

ତୁଚ୍ଛ ନ କଲ ଦେହ ଧରିବାକୁ ।

ହେ ଆସ ହୃଷ୍ଟ ହୋଇ

ଆନନ୍ଦଧ୍ବନୀ କରି

ପ୍ରଣାମ କରୁ ମହପ୍ରଭୁଙ୍କୁ ।

 

Verse 3

 

ହେ ଧାର୍ମିକ ଲୋକ, ଆହେ ଦୂତ୍‌ଗଣ,

ପ୍ରଭୁଙ୍କୁ କର ଏହି ଗାୟନ

ସ୍ଵର୍ଗେ ପୃଥ୍ବୀରେ ତାଙ୍କ ପ୍ରତି ହେଉ ।

ହେ ଆସ ହୃଷ୍ଟ ହୋଇ

ଆନନ୍ଦଧ୍ବନୀ କରି

ପ୍ରଣାମ କରୁ ମହପ୍ରଭୁଙ୍କୁ ।

 

Verse 4

 

ହେ ଯୀଶୁ ଅନନ୍ତ ପିତାଙ୍କର ପୁତ୍ର,

ଆମ୍ଭ ନିମନ୍ତେ ଆଜି ଜନ୍ମିଲ

ସମ୍ଭମ ସ୍ତୁତି ତୁମ୍ଭ ପ୍ରତି ହେଉ

ହେ ଆସ ହୃଷ୍ଟ ହୋଇ

ଆନନ୍ଦଧ୍ବନୀ କରି

ପ୍ରଣାମ କରୁ ମହପ୍ରଭୁଙ୍କୁ । 181

Verse 1
Bishwasi samaste, jayadhwani kari

asa Bethlehem puraku

papinka trata Jisunku anaa
He asa hrusta hoi

anandadhwani kari
Pranam karu Mahaprabhuṅku


Verse 2
He mahimaraja sainyagana Prabhu

satya anadi Parameswara
Tuccha na kala deha dharibaku
He asa hrusta hoi

anandadhwani kari
Pranam karu Mahaprabhuṅku


Verse 3
He dharmika loka, ahe dutagana
Prabhunku kara ehi gayana
Swarge pruthibire tanku prati heou
He asa hrusta hoi
Anandadhwani kari
Pranam karu Mahaprabhuṅku


Verse 4
He Jisu ananta pitankara putra
Ambha nimante aji janmila
Sambhama stuti tumbha prati heu
He asa hrusta hoi

anandadhwani kari
Pranam karu Mahaprabhuṅku

bottom of page