
Biswo bondoniyo jisu he
ବିଶ୍ଵ ବନ୍ଦନୀୟ ଯୀଶୁ ହେ
ଗାନର ଛନ୍ଦେ ଚରଣ ବନ୍ଦି
ଅନ୍ତର ପ୍ରଣତି ଜଣାଏ
ଅନ୍ଧଥିଲି ଦେଲ ଖୋଲି ଚକ୍ଷୁ ମୋ ତୁମେ
ପୋଛି ଲୁହ ଭସାଇଲ ସୁଖ ସଲିଳେ
ପ୍ରତିଦାନେ କି ଦେବି ମୁଁ ତୁମେ ହେ
ଅନ୍ତର ପ୍ରଣତି ଜଣାଏ
ପ୍ରାଣଦିଆ ପ୍ରେମ ଭୁଲି ଭ୍ରମୁଥିଲି ଦୁରେ
ବେଦନାର ଆଲିଙ୍ଗନେ ଟାଣିଲ ଖରେ
ପ୍ରତିଦାନେ କି ଦେବି ମୁଁ ତୁମେ ହେ
ଅନ୍ତର ପ୍ରଣତି ଜଣାଏ
ଭକତର ପ୍ରାଣ ତୁମେ ଗୋ ଭକତର ଧନ
ମୋର ହୃଦ ଚନ୍ଦନ ଗୋ ଇଶ୍ଵର ନନ୍ଦନ
ଧନ୍ୟ ଧନ୍ୟ ହେଲ ମୋର ପିତା ପ୍ରଭୁ ତୁମେ
ଅନ୍ତର ପ୍ରଣତି ଜଣାଏ
Biswa bandaniya jisu he
ganara chonde charana bandi
antara pranati jana'e
andhathili dela kholi chakhyu mo tume
pochi luha bhasa'ila sukha salile
pratidane ki debi mu tume he
antara pranati jana'e
pranadi'a prema bhuli bhramuthili dure
bedanara alingane tanila khare
pratidane ki debi mu tume he
antara pranati jana'e
bhakatara prana tume go bhakatara dhana
mora hruda chadana go iswara nandana
dhanya dhanya hela mora pita prabhu tume
antara pranati jana'e