
Bodo sankotoro dino asibo
ବଡ଼ ସଙ୍କଟର ଦିନ ଆସିବ ଦିନ ଆସିବ
ତେବେ କେଉଁଠାରେ ଯାଇ ତୁମେ ଲୁଚିବ
।୧। ପର୍ବତ କନ୍ଦରେ ଲୁଚିଲେ ଯାଇ
ଲୁଚାଇ ତୋତେ ସେ ପାରିବ ନାହିଁ
ପ୍ରଭୁ ଯୀଶୁ ଚରଣେ
ଅରପିଦେବ(ସେଦିନ) ||
।9। ଗଭୀର ବାରିଧୀ ଭିତରେ ବୁଡ଼ି
ଅପାର ଜଳରାଶି ଥିଲେ ହେଁ ମାଡ଼ି
ଥରହରେ ବାରିଧୀ ଦେଖାଇଦେବ (ସେଦିନ)
।୩। ସରଗ ମରତ ପାତାଳ ପୁର
ସବୁତ କୃତ ଅଟେ ତାଙ୍କର
ଆଉ ଲୁଚିବାର ସ୍ଥାନ ନ ଥିବ (ସେଦିନ)
। ୪। ବିଚାର ସିଂହାସନର କତି
ଉଭା ହୋଇବେ ଯାଇ ସରବ ଜାତି
କହ କିସ ବୋଲି ଉତ୍ତର ଦେବ (ସେଦିନ)
Bodo sonkata ra dina asiba dina asiba
tebe keunthare jai tume luchiba
।1। Parbata kandore luchile jai
luchai tote se pariiba nahin
Prabhu jishu charane
Arapideba (Sedina) ||
।2। Gabhira baridhi bhitare budi aparo jalarashi thile hei madi tharohare baridhi dekhaideba (Sedina)
।3। Saraga marata patala pura sabuta kruta ate tankara
aau luchibara sthana na thiba (Sedina)
। 4। Bichara simhasana ra kati
Ubha hoibe jai saraba jati
kaha kiso boli uttara deba (Sedina)"