top of page

Buji Akhi Jebe Mu
ପାରତନା କଲୁନି ଯୀଶୁ ମାପୁରୁ
ସରଗ ବାଟେ ନିଆ ବୋଲି
ଆମକେ ହେ ପ୍ରଭୁ
ତକେ ଛାଡି ଦେଲେ ଆମର
ସାହାରା କେ ନାଇଁ
ତକେ ଛାଡି ଦେଲେ ଆମର
ଭରସା କେ ନାଇଁ
ଆଇଲାନି ଜୀବନେ ଆମର
କେତେ ଦୁଃଖ କଷ୍ଟ
ତମେ ଆମକେ ଛାଡି ଦେଲେ
ହେଇ ଯିବୁ ନାଶ
ସଙ୍ଗେ ସଙ୍ଗେ ରହି ପ୍ରଭୁ
ହାତ ଧରି ଆମକେ
ଚାଲାଇ ନିଆ ସବୁ ବେଲେ
ଧରମର ବାଟେ
Partana koluni jisu mapru
sarag bate nia boli
amke he prabhu
Take chadi dele amor
sahara ke nai
toke chhadi dele amor
bhorosa ke nai
Ailani jibane amor
kete dukho kosto
tome amke chadi dele
heijibu naso
sange sange rahi prabhu
hato dhori amke
chalai nia sobubele
dharamoro bate
bottom of page