top of page

Dekhini se rupo kebe

ଦେଖିନି ସେ ରୂପ କେବେ
ପାଇଛି ଅନୁଭବେ
ଅଦେଖା ହୋଇ ଅବିରତ

ଅଛନ୍ତି ମୋ ସାଥେ ॥|

୧| ଚିରସୁନ୍ଦର ମିନତି ମୋର
ଥାଉ ମୋ ପାଶେ
ଭଙ୍ଗା ଏ ଜୀବନ ମୋର ତୁମ ପରଶେ
ସାଇତା ମୋର ମନକଥା
କହିବି ତା ଆଗେ ।

୨| ହେଲେ ଅନ୍ତର ନିମିଷେ ଯଦି
ଭଲ ଲାଗେନା
ଶୂନ୍ୟ ଏ ବିଧୁର ମନ
ସେ ପ୍ରେମ ବିନା
ଜୀବନ ମୋର ଅରପିଛି
ମୁଁ ତାଙ୍କରି ହାତେ ॥

bottom of page