
Dhanya! dhanya! jisu muktidata ama
1. ଧନ୍ୟ ! ଧନ୍ୟ ! ଯୀଶୁ ମୁକ୍ତିଦାତା ଆମ
ଗାଅ ହେ ପୃଥ୍ଵୀ ! ତାଙ୍କ ମହାପ୍ରେମ
ନମଃ ! ମନଃ ହେ ସରଗ ଦୂତଗଣ
ତାଙ୍କ ନାମରେ ଦିଅ ଶକ୍ତି, ମନ
ରକ୍ଷକ ସେ ଯେ ରକ୍ଷା କରନ୍ତି ଆମ
ଚଲାନ୍ତି ସେ ପାଳକ ସମ
ସ୍ତବ କର, ଆହେ ପ୍ରଭୁ ଭକ୍ତଗଣ
ଧନ୍ୟ ! ଧନ୍ୟ ! ସଦାକର ଗାନ ॥
2. ଧନ୍ୟ ! ଧନ୍ୟ ! ଯୀଶୁ ପରତ୍ରାତା ଆମ
ପାପୀ ପାଇଁ ହେଲେ ବଳିଦାନ
ସେ ଆମର ଆଶା ଶୈଳ, ପରତ୍ରାଣ
ନମଃ ! ନମଃ !ଯୀଶୁଙ୍କ ଚରଣ
ପ୍ରେମି- ରକ୍ଷକ ନିରବେ ସହିଲେ ବ୍ୟଥା
କଣ୍ଟା ମୁକୁଟ ମସ୍ତକେ ପିନ୍ଧିଣ
ଆମ ପାଇଁ ଭୋଗି ମୃତ୍ୟୁ ଅପମାନ
ମୃତ୍ୟୁଞ୍ଜୟୀ ହେଲେ ପ୍ରଭୁ ଆମ
3. ଧନ୍ୟ ! ଧନ୍ୟ ! ଯୀଶୁ ରକ୍ଷାକର୍ତ୍ତା ଆମ
ଭକ୍ତିଭରେ ଗାଅ ତାଙ୍କ ନାମ
ଯୀଶୁ ରାଜନ୍ତି ମହିମାରେ ହୋଇ ସେ
ଭାବବାଦୀ, ଯାଜକ, ରାଜନ !
ମୃତ୍ୟୁ ହାରିଛି ! କୁହ ଆହେ ଭକ୍ତଗଣ
କହାଇଁ ତୋ ନାହୁଡ ରେ ମରଣ ?
ଯୀଶୁ ଜୀବିତ ! କିଁପା ଆଉ ଭୟଭ୍ରମ ?
ଯୀଶୁ ଜୀବିତ ! ରକ୍ଷକ ସେ ଆମ ॥
1) Dhanya! dhanya! jisu muktidata ama
ga'a he pruthvi! tanka mahaprema
namah! manah he saraga dutagana
tanka namare di'a sakti، mana
raksaka se ye raksa karanti ama
chalanti se palaka sama
staba kara، ahe prabhu bhaktagana
dhanya! dhanya! sadakara gana.
2) dhanya! dhanya! jisu paratrata ama
papi pa'im hele balidana
se amara asa saila paratrana
namah! namah! jisunka charana
premi- raksaka nirabe sahile byatha
kanta mukuta mastake pindhina
ama pa'im bhogi mrutyu apamana
mrutyunjayi hele prabhu ama
3) dhanya! dhanya! jisu raksakartta ama
bhaktibhare ga'a tanka nama
jisu rajanti mahimare ho'i se
bhababadi jajaka rajana!
mrutyu harichi! kuha ahe bhaktagana
kahi to nahuda re marana
jisu jibita! kimpa a'u bhayabhrama
jisu jibita! rakhyaka se ama.