
Dhanya jisu dhanya jisu
ଧନ୍ୟ ଯୀଶୁ ଧନ୍ୟ ଯୀଶୁ
ଧନ୍ୟ ଯୀଶୁ ପ୍ରିୟ ନାମ ॥
ଯୀଶୁ ସର୍ବ ଗୁଣଧାମ
କେ କରିପାରେ ବର୍ଣ୍ଣନ
ତ୍ରୀଭୁବନେ ତାଙ୍କ ସମ କିସ ଅଛି ତୁଳନା ॥
ଯୀଶୁ ସତ୍ୟ ପ୍ରେମରତ୍ନ
ସେହି ଦେଲେ ତନୁପ୍ରାଣ
ମନଧର କରିଯତ୍ନ ତାଙ୍କ ପାଦେ ଶରଣ ॥
ଯୀଶୁ ଛନ୍ତି ସ୍ଵର୍ଗସେତୁ
କୋଣ ପଥର ପ୍ରମାଣ
ଦୀନହୀନ ପାପୀ ହେତୁ
ପିତୃଦତ୍ତ ପରିତ୍ରାଣ ॥
ଯୀଶୁ ପ୍ରାଣଦାୟୀ ବୃକ୍ଷ
ତହୁଁନିତ୍ୟ ତୋଳଫଳ
ତାଙ୍କ ଛାୟ।ତଳେ ବସ
ସେ’ତ ଅତି ରମ୍ୟସ୍ଥଳ ॥
ଯୀଶୁ ଅମୃତ ଅର୍ଣ୍ଣବ ଅନୁକ୍ଷଣ କର ପାନ,
ସର୍ବ ପୁଷ୍ପର ସୌରଭ,
ତହୁଁସଦା କର ଘ୍ରାଣ ॥
0) Dhanya jisu dhanya jisu
dhanya jisu priya nama.
1) jisu sarba gunadhama
ke karipare barnnana
tribhubane tanka sama
kisa achi tulana.
2) jisu satya premaratna
sehi dele tanuprana
manadhara karijatna
tanka pade sarana.
3) jisu chanti svargasetu
kona pathara pramana
dinahina papi hetu
pitrudatta paritrana.
4) jisu pranadayi brukhya
tahu nitya tolaphala
tanka chaya tale basa
seto ati ramyasthala
5) jisu amruta arnanaba
anukhyana kara pano
sarba puspara saurabha
tahu sada kara ghrana.