top of page

Dhanya Prabhu dhanya jisu dhanya

(୦) ଧନ୍ୟ ପ୍ରଭୁ ଧନ୍ୟ ଯୀଶୁ ଧନ୍ୟ ତୁମ ନାମ ହାଲିଲୁୟା-ସ୍ତୁତି ଗଉରବ ତୁମେ ଘେନ ||

(୧) ତୁମେ ପଥ ସତ୍ୟ ପ୍ରଭୁ ତୁମେ ହିଁ ଜୀବନ ତୁମ ବିନା ନାହିଁ ଏ ଜଗତେ ପରିତ୍ରାଣ ||

(୨) ତୁମେ ହିଁ ଆଶ୍ରୟ ପ୍ରଭୁ ତୁମେ ଆମ ବଳ ଦୁର୍ଦ୍ଦଶା କାଳରେ ନିକଟବର୍ତ୍ତୀ ସହାୟ ।।

(୩) ପବିତ୍ର ଈଶ୍ୱର ପ୍ରଭୁ ତୁମେ ଧର୍ମମୟ ପାଳକ ଆମର ପ୍ରଭୁ ହେ ପ୍ରେମମୟ ।।

Dhanya Prabhu dhanya Jishu dhanya tuma namo

halleluya Stuti gauraba tume gheno ||

(1) Tume potho sotya Prabhu tume hi jiban
Tuma bina nahi a jagate paritrana ||

(2) Tume hi asraya Probhu tume amo bolo
Durdasha kalore nikatabartti sohaya ||

(3) Pabitra ishwar Prabhu tume dharmamay

paloko amara Prabhu he premomoyo ||

bottom of page