top of page

Dhanyabada ghena prabhu
ଧନ୍ୟବାଦ ଘେନ ପ୍ରଭୁ
ପ୍ରଶଂସା ତୁମେ ଘେନ ॥
ମଙ୍ଗଳମୟ ପ୍ରଭୁ ତୁମେ
କରୁଣାମୟ ଯୀଶୁ ତୁମେ
ପାଇଛୁ ଯାହା ଜୀବନେ ଆମ
ସବୁତ ତୁମରି କରୁଣାଦାନ ॥
ଜୀବନଦାତା ପ୍ରଭୁ ତୁମେ
ମୁକତିଦାତା ଯୀଶୁ ତୁମେ
କୃଶେ ଚଢିଲ ଜୀବନ ଦେଲ
ତୁମରି ପ୍ରେମ ଅନୁପମ ॥
ଭୁଲିବୁନି କେବେ ପ୍ରଭୁ ତୁମରି ପ୍ରେମ
ପାଇଛୁ ଯାହା ମଙ୍ଗଳ ଦାନ
ଦେବାକୁ ପ୍ରଭୁ ଚରଣେ ତୁମ
ନାହିଁ କଛି ପ୍ରତିଦାନ ॥
Dhanyabada ghena prabhu
prasansa tume ghena.
mangalamaya prabhu tume
karunamaya jisu tume
pa'ichu jaha jibane ama
sabuta tumari karunadana.
jibanadata prabhu tume
mukatidata jisu tume
kruse chadhila jibana dela
tumari prema anupama.
bhulibuni kebe prabhu tumari prema
pa'ichu jaha mangaladana
debaku prabhu charane tuma
nahi kichi pratidana.
bottom of page