
Dhanyabada gheno prabhu, bhanga mo antaroro
ଧନ୍ୟବାଦ ଘେନ ପ୍ରଭୁ
ଭଙ୍ଗା ମୋ ଅନ୍ତରର
ସ୍ତୁତି ପ୍ରଶଂସା ହେଉ
ସଦାପ୍ରଭୁ ହେ ତୁମର
ଧନ୍ୟବାଦ ହେଉ (୪)
ଆହେ ସତ୍ୟ ସନାତନ ପରମେଶ୍ୱର
ତୁମେ ପଥ ତୁମେ ସତ୍ୟ
ଜୀବନ ଏ ଜଗତର
ଶାନ୍ତି ଦାତା ମୁକ୍ତି ଦାତା
ଶକ୍ତି ଦାତା ପରମେଶ୍ୱର
ହେ କରୁଣା ମୟ ହେ ଦୟାମୟ - (୨)
ଧନ୍ୟ ଧନ୍ୟ ଧନ୍ୟ ହେଉ ତୁମ ନାମର - (୨)
ସୃଷ୍ଟିକର୍ତ୍ତା ତ୍ରାଣକର୍ତ୍ତା
ରକ୍ଷାକର୍ତ୍ତା ଜଗତର
ଦୟାମୟ କ୍ଷମାମୟ
ପ୍ରେମ ମୟ ସତ୍ୟ ଈଶ୍ୱର,
ଆହେ ସୁଧାମୟ , ଆହେ ମଧୁମୟ - (୨)
ଯୁଗେ ଯୁଗେ ଧନ୍ୟ ହେଉ ତୁମ ନାମର - (୨)
Dhanyabada ghena prabhu
bhanga mo antarara
stuti prasansa he'u
sadaprabhu he tumara
dhanyabada he'u (4)
ahe satya sanatana parameswara
tume patha tume satya
jibana a jagatara
santi data mukti data
sakti data parameswara
he karuna maya he dayamaya
dhanya dhanya dhanya he'u tuma namara
srustikartta tranakartta
raksakartta jagatara
dayamaya khyamamaya
prema maya satya iswara
ahe sudhamaya ahe madhumaya
juge juge dhanya he'u tuma namara