top of page

Gaiba jisunko namo

ଗାଇବା ଯୀଶୁଙ୍କ ନାମ

ଚରଣେ କରି ପ୍ରଣାମ

ଜଗତ ମୁକତି ଦାତାଙ୍କୁ

ନିଜ ହୃଦେ ଦେଇ ସ୍ଥାନ


ଆମ ପାପ ପାଇଁ କାନ୍ଧେ କୃଶ ବହି

ରକତ ଝରାଇ

ପ୍ରହାରିତ ହେଲ ଜଗତ ପାଇଁ

ତଥାପି ଜଗତ ଚିହ୍ନିଲା ନାହିଁ


ଏଡ଼େ ପ୍ରେମ ଦେଇ ଜଗତ ବଞ୍ଚାଇ

ଆଶିଷ ବର୍ଷାଇ

ବଞ୍ଚାଇଲ ତୁମ ଜୀବନ ଦେଇ

ସେ ପ୍ରେମକୁ ଆଉ ଭୁଲଇ ନାହିଁ


କୁହ କାଲବରି ନୀରବ ନ ରହି

କୃଶର କାହାଣୀ

ପୂର୍ଣ୍ଣ କଲ ତୁମ ଭାବବାଣୀ

ଏଲୋହି ଏଲୋହୀ ଲାମା ସବକଥାନି

gaiba jishunka nama, 

charane kari pranama 

jagata mukati rajanku, 

nija hrude dei sthana


ama papa pain, kandha krusha bohi 

rakata jharai 

praharita hele jagata pain 

tathapi jagata chihnila nahin


ede prema dei jagate banchai 

ashisha barshai 

banchailo tumo jibana dei 

se premaku au bhulai nahin


kuha kalabari, niraba na rahi 

krushara kahani 

purnna kala tume bhababani 

elohi-elohi lama shabathani

bottom of page