top of page

Gao jayagana kara jayagana
ଗାଅ ଜୟଗାନ କର ଜୟଗାନ
ପ୍ରିୟତମ ଯୀଶୁନାମ
ଯୀଶୁ ହିଁ ମୁକ୍ତି , ଯୀଶୁ ହିଁ ଶାନ୍ତି
ଯୀଶୁ ଅନନ୍ତ ଜୀବନ -0
ଆସିବ ଦୁଃଖ , ନିନ୍ଦା , ତାଡ଼ନା
ନ କର ମୁଖ ମଳିନ
ତୋ ଆଗେ ଆଗେ କେତେ ଯେ ଗଲେ
ଲୋତକରେ ହୋଇ ପୂର୍ଣ୍ଣ
ସହିଯା ଆୟୁବ ସମାନ
ପ୍ରିୟତମ ଯୀଶୁ ନାମ —୧–
ଖତରାଶିରୁ ଉଠାଇ ମୋତେ
କଲେ ନିଜର ସନ୍ତାନ
କୁଶ ଉପରେ ପରାଣ ଦେଇ
ଦେଲେ ମୋତେ ପରିତ୍ରାଣ
ସହିଯା ଯୀଶୁ ସମାନ
ପ୍ରିୟତମ ଯୀଶୁ ନାମ -୨ –
Gao jayagana kara jayagana,
priyatama jishunama
jishu hin mukti jishu hin shanti,
jishu ananta jibana
asiba duhkha ninda tadana,
na kara mukha malina
to age age kete je gale, l
otakare hoi purnna
sahi ja ayuba samana,
priyatama jishu nama
khatarashiru uthai mote,
kale nijara santana
krusha upare parana dei
dele mote paritrana
sahi ja jishu samana
priyatama jishu nama
bottom of page