top of page

Gauraba prasansa sambhrama
ଗୌରବ ପ୍ରଶଂସା ସମ୍ଭ୍ରମ
ମହିମାରେ ପରିପୂର୍ଣ୍ଣ
ପ୍ରଭୁ ମାନଙ୍କ ପ୍ରଭୁ ମହାନ
ପ୍ରିୟ ଯୀଶୁ ରାଜା ମହାନ
ଗାଅ ହାଲେଲ୍ଲୁ଼୍...ହୋଶାନ୍ନା
ହାଲେଲ୍ଲୁ...ହାଲେଲ୍ଲୁୟା
ସରଗ ମରତ ଅଟଇ
ତାଙ୍କ ଅଧିନ
ପାପୀଙ୍କ ପାଇଁ ସାଜିଲେ
ମହାପରିତ୍ରାଣ
କରୁଣାରେ ପୂର୍ଣ୍ଣ ଦୟାରେ ମହାନ
କର ତାଙ୍କ ଜୟଗାନ
ସ୍ନେହପୂର୍ଣ୍ଣ କରୁଣା ପାଇଁ
ଧନ୍ୟବାଦ ଦିଅ
ତାହାଙ୍କ ସତ୍ୟତା ସକାଶେ
ତାଙ୍କ ସ୍ତୁତି କର
ସର୍ବାନ୍ତକରଣେ ହୃଷ୍ଟଚିତ୍ତମନେ
ତାହାଙ୍କ ପ୍ରଶଂସା କର
Gauraba prasansa sambhrama
mahimare paripurnna
prabhu mananka prabhu mahana
priya Jisu raja mahana
gao halellu…hosanna
halellu ... halelluya
saraga marata atoi tanka adhina
papinka pa'i sajile mahaparitrana
karunare purnna dayare mahana
kara tanka jayagana
snehapurnna karuna pa'i
dhanyabada di'a
tahanka satyata sakase tanka stuti kara
sarbantakarane hrustachittamane
tahanka prasansa kara
bottom of page