top of page

Halleluah hosanna, halleluah hosanna
ହାଲ୍ଲେଲ୍ଲୁୟ। ହୋଶାନ୍ନା, ହାଲ୍ଲେଲ୍ଲୁୟ। ହୋଶାନ୍ନା
ଏହି ଗୀତ ଗାଇ ଆମେ କରିବୁ ବନ୍ଦନା
ସେ ଯେ ଆମ ତ୍ରାଣକାରୀ ଜୀବନ କରତା
ସେ ଯେ ଆମ ଦଃଖହାରୀ ବିଶ୍ଵନିୟନ୍ତା
ଜୀବନେ ଯାହା ପାଇଛୁ ସବୁ
ତାଙ୍କରି କରୁଣା ॥ ଏହି ଗୀତ. . .
ଆସ ଯେତେ ଭକ୍ତଗଣ ଦିଅ ଧନ୍ୟବାଦ
ପ୍ରଭୁନାମେ ଭକ୍ତିଚିତ୍ତେ ଘେନ ଆଶୀର୍ବାଦ
ପରମପିତା ଫେଡିବେ ଆମ
ଜୀବନୁ ଯାତନା ॥ ଏହି ଗୀତ. . .
halleluyaa hoshanna -2
ehi gita gai ame karibu bandana
se je ama tranakari jibana karata
se je ama duhkhahari bishwa niyanta
jibane jaha paichu sabu
tankari karuna
asa jete bhaktagana dia dhanyabada
prabhu name bhakti chitte ghena ashirbada
parama pita phedibe ama
jibanu jatana
bottom of page