top of page

Halliluya, halliluya, halliluya, bolare

0. ହାଲ୍ଲିଲୁୟ।, ହାଲ୍ଲିଲୁୟ।, ହାଲ୍ଲିଲୁୟ।, ବୋଲରେ

ମୋ ପରା ପାତିକି ପାଇଁ

ସେ ଦେଲେ ପରାଣରେ ॥


1. ସରଗ ସମ୍ପଦ ଛାଡି ଆସିଲେ ମରତରେ

ସରସ ଜୀବନ ଦେଲେ

ଛାର ଦୀନ ପାଇଁରେ  ॥

 

2. ମୁଁ ତ ଖୋଜିନାହିଁ ତାଙ୍କୁ

ସେ ମୋତେ ଖୋଜିଲେରେ

ସେ ଯେବେ ଖୋଜିଲେରେ

ମୁହିଁ ଥିଲି ବହୁ ଦୂରରେ  ॥

 

3. ମୋ ଜୀବନ ଅମାସିଆ

ରାତି ଉଜାଗରରେ

ଆଣିଲେ ସେ ଶାନ୍ତି

ସ୍ନିଗ୍‍ଧ ବାରି ବରଷାଇରେ  ॥

 

4. ସେଦିନ ପାଇଲି ତାଙ୍କୁ

ସେ ମୋତେ ପାଇଲେରେ

ପଡିଲି ଚରଣେ ପ୍ରେମ

ଅଶ୍ରୁ ବରଷାଇଲେ  ॥

haliluyaa, haliluyaa, haliluyaa bolare 

mo para pataki pain 

se dele paranare


saraga sampada chadi asile maratare 

sarasa jibana dele 

chara dina painre


mun ta khoji nahin tanku, 

se mote khojilere 

se jebe khojile mote, 

mui thili bahu durare


mo jibana amasia 

rati ujagarare 

anile se shanti 

snigdha, bari barashaire


se dina paili tanku 

se mote pailere 

padili charane prema 

ashru barashaire

bottom of page