top of page

Hosannah Hosannah Hallehuah Hosannah
ହୋଶାନ୍ନା ହୋଶାନ୍ନା ହାଲେଲ୍ଲୁୟା ହୋଶାନ୍ନା
ଯିଶୁନାମ ପ୍ରିୟତମ କରିଯିବା ବନ୍ଦନା
ମୁକତି ଭରା ସେ ନାମ
ଶକତିରେ ପରିପୂର୍ଣ୍ଣ
ପ୍ରେମ ଭରା, ଶାନ୍ତି ଭରା
ସୁନ୍ଦର ମହିୟାନ
ଯୀଶୁ ନାମ ବିନୁ ନାହିଁ ପାତକିର ଶାନ୍ତ୍ବନା
ହୋଶାନ୍ନା ହୋଶାନ୍ନା ହାଲେଲ୍ଲୁୟା ହୋଶାନ୍ନା
ଆସ ସର୍ବେ ସେହି ନାମେ
କରିଯିବା ପ୍ରାର୍ଥନା
କରିଯିବା ପ୍ରାର୍ଥନା
ହୋଶାନ୍ନା ହୋଶାନ୍ନା ହାଲେଲ୍ଲୁୟା ହୋଶାନ୍ନା
Hosannah Hosannah Hallehuah Hosannah
Jisunamo priytomo korijiba bondona
Mukoti Bhora se namo
Sakotire poripurno
Premo bhora, santi bhora
Sundoro mohiyano
Jisunamo binu nahi patokiro santwona
Hosannah Hosannah Hallehuah Hosannah
Aso sorbe sehi name
korijiba prarthona
korijiba prarthona
Hosannah Hosannah Hallehuah Hosannah
bottom of page