top of page

Iswaranko stuti

ଈଶ୍ଵରଙ୍କ ସ୍ତୁତି ମହିମା ତାଙ୍କରି

ଗାଅହେ ସରବେ ଆନନ୍ଦେ ॥


ତଟିନି ଗାଏ ନିଶି ଦିବସେ

ଗାଏ ବନର ପକ୍ଷୀ

ହୃଦୟ ଖୋଲି ନବ ଉଲ୍ଲାସେ

ଗାଅ ମାନବ ଜାତି ॥


କରୁଣା ଧାର ଯାଚି ପ୍ରେମରେ

ହେଲେ ତୁମର ସାଥି

ସରଗ ଖୋଲି ଦେଇ ପୁତ୍ରରେ

ପାପୁ କରିଲେ ମୁକ୍ତି ॥


ବିପଦ ଘେରା ଘନ ଅନ୍ଧାରେ

ଯୀଶୁ ଆମର ଜ୍ୟ।ତିଃ

ସେତ ଜୀବନ, ତାଙ୍କ ପାଦରେ

ଢାଳ ଅନ୍ତର ଭକ୍ତି ॥

Iswaranko stuti mahima tankari

ga'ohe sarabe anande


tatini ga'e nisi dibase

ga'e banara pakhi

hrudaya kholi naba ullase

ga'a manaba jati.


karuna dhara jachi premare

hele tumara sathi

saraga kholi de'i putrare

papu karile mukti.


bipada ghera ghana andhare

jisu amara jyoti

seto jibana tanka padare

dhala antara bhakti.

bottom of page