
Isworo premo chhadi parena
ଈଶ୍ୱର ପ୍ରେମ ଛାଡ଼ି ପାରେନା
ଈଶ୍ୱର ପ୍ରେମ ଭୁଲି ହୁଏନା
ସୂର୍ଯ୍ୟ ପୂର୍ବ ଛାଡ଼ି ପଶ୍ଚିମେ ଉଇଁପାରେ
ପଦ୍ମ ପଙ୍କ ଛାଡ଼ି ପର୍ବତେ ଫୁଟି ପାରେ
ଈଶ୍ୱର ପ୍ରେମ କେବେ ନ ଛାଡ଼ିବ
ତୁମରି ସଙ୍ଗେ ସର୍ବଦା ରହିବ
ଛାଡ଼ି ପାରନ୍ତି ପିତା ଓ ମାତା ନିଜର
ଛାଡ଼ି ପାରନ୍ତି ଭଗ୍ନୀ ଅବା ସହଦର
ଛାଡ଼ି ପାରନ୍ତି ଘନିଷ୍ଠ ବାନ୍ଧବ
ଈଶ୍ୱର ପ୍ରେମ କେବେ ନ ଛାଡ଼ିବ
ହୋଇଛ ଯଦି ନଗଣ୍ୟ ଏ ସମାଜରେ
ଭୂଷିତ ହୋଇନାହଁ ଉଚ୍ଚ ପଦବୀରେ
ସମାଜ ଛାଡ଼ି ପାରେ ଏ ମାନବ
ଈଶ୍ୱର ପ୍ରେମ କେବେ ନ ଛାଡ଼ିବ
ଛାଡ଼ିପାରେ ଜଳବାୟୁ ଏହି ମର୍ତ୍ତ୍ୟରେ
ଝଡ ବର୍ଷା ଅବା ତୁମକୁ ଛାଡିପାରେ
ତୁମକୁ ଯଦି ସୃଷ୍ଟି ନ ଚିହ୍ନିବ
ଈଶ୍ୱର ପ୍ରେମ କେବେ ନ ଛାଡ଼ିବ
isworo prema chaddi parena
ishwara prema bhuli huena
surjya purba chadi pashchime uinpare
padma panku chadai parbate phutipare
ishvara prema kebe na chadiba
tumari sange sarbada rahiba
chadi paranti pita o mata nijara
chadi paranti bhagni aba sahodara
chadi paranti ghanishtha bandhaba
ishvara prema kebe na chadiba
hoichi jadi naganya e samajare
bhushita hoi nahi uchcha padabire
samaja chadi pare a manaba
ishvara prema kebe na chadiba