top of page

Jaga jaga kara tanka prasansa gana

ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ

ପ୍ରତି ପ୍ରାତେ ତାଙ୍କ ଦୟା ଚିର ନୂତନ

 

ଅଗଣିତ ପାପ ତୋର କରନ୍ତି କ୍ଷମା

ତାଙ୍କ ପ୍ରେମ କରୁଣା ର ନାହିଁ ତୁଳନା

ଅଟନ୍ତି ସେ ଦୟା ମୟ କ୍ରୋଧରେ ଧିର

କହନ୍ତି ସେ ଅନୁଗ୍ରହ ଅଶେଷ ମୋର

ଧନ୍ୟ ତାଙ୍କ ନାମ - 2 ଥର


ବଞ୍ଚିଥିବା ଯେତେ ଦିନ ଏ ଜଗତରେ

କରୁଥିବା ଧନ୍ୟବାଦ ଆନନ୍ଦ ସ୍ବରେ

ଦୁ୍ଃଖ ନିନ୍ଦା ଅପମାନ ସହିବା ହସି

ଝରୁଥିବ କଣ୍ଠୁ ଆମ ବନ୍ଦନା ଗୀତି

ଧନ୍ୟ ତାଙ୍କ ନାମ - 2 ଥର

Jaga jaga kara tanka prasansa gana

prati prate tanka daya chira nutana


aganita papa tora karanti khyama

tanka prema karuna ra nahim tulana

atanti se daya maya krodhare dhira

kahanti se anugraha asesa mora

dhanya tanka nama - 2 thara


banchithiba jete dina e jagatare

karuthiba dhanyabada ananda sware

dukha ninda apamana sahiba hasi

jharuthiba kanthu ama bandana giti

dhanya tanka nama - 2 thara

bottom of page