top of page

Jhulilo mo pain krushore
ଝୁଲିଲ ମୋ ପାଇଁ କୃଶରେ
ଆହେ ମୋର ଯୀଶୁ ସୁନ୍ଦର
ଝରିଗଲା ଝରଝର
କେତେ ତପତ ରୁଧିର
ରକତେ ରଞ୍ଜିତ ଶରୀର
ଛୁଟେ ତହୁଁ ପ୍ରେମର ଧାର
ମୋର ପାପ ଧୋଇବା ପାଇଁ
ବହିଥିଲା ସେ ଧାର ଧାର
ପ୍ରଭୁ ଯୀଶୁ କ୍ରୁଶ ବିନାରେ
ନୋହୁଁ ମୋର ଦର୍ପ କାହିଁରେ
ଯେତେ ପ୍ରିୟ ଅସାର ପେଡ଼ି
ଥୁଏ ପଦେ ମୁଁ ବାରବାର
ସହିଲ ହେ କେତେ କଷଣ
ନାହିଁ କାହିଁ ପ୍ରେମ ଏସନ
କରେ ଦାବି ତୁମରି ପ୍ରେମ
ଦେହ ଆତ୍ମା ମନ ମୋର
ହେରି ରକ୍ତ ରଙ୍ଗା ଶରୀର
ଫାଟୁ ବୁକୁ ମୋ ବବାରବାର
ସଢ଼ା କୁଟା ସମାନ ମଣେ
ଯେତେ ଘୃଣ୍ୟ ଲାଭ ମୋର
Jhulila mo pain krushare
Ahe moro jishu sundara
Jharigala, jhara jhara kete tapata rudhira
Rakate ranjita sharira
Chute tahu premara dhara
Moro papa dhoiba pain
Bahi thila se dhara dhara
Prabhujishu krusha binare
Nohu moro darpa kahire
Jete priya ashara pedi
Thue pade mu baro baro
Sahila he kete kashana
Nahi kahi prema eshana
Kare dabi tumari prema
Deha atma mana mora
bottom of page