top of page

Jia sarbo paristankoro
।ଠା ଯିଏ ସର୍ବୋପରିସ୍ଥଙ୍କର
ଆଶ୍ରୟରେ ବାସ କରିବ
ସର୍ବଶକ୍ତିମାନଙ୍କ ଛାୟାତଳେ
ତାର ବସତି ହୋଇବ
ସେ ଆଶ୍ରୟ ମୋର ସେ ଦୁର୍ଗ ମୋହର
ମୁଁ ତାହାଙ୍କଠାରେ ରଖିଛି ନିର୍ଭର
ଆବୋରି ନେବେ ସେ ଆପଣା ପକ୍ଷରେ
ଆଶ୍ରୟ ଦେବେ ସେ ତାଙ୍କ ଡେଣା ତଳେ
ତାଙ୍କ ବିଶ୍ବସ୍ତତା ସୁରକ୍ଷାର ଢାଲ
ସଦାକାଳ ରକ୍ଷା କରେ ।।
।୧। ଭୀତ ହେବ ନାହିଁ ତୁମେ ରାତ୍ରିର ତ୍ରାସକୁ
କିବା ଦିବସର ଉଡ଼ନ୍ତା ବାଣକୁ
ଦୁଇ ପାର୍ଶ୍ବ ତୁମ ପଡ଼ିବେ ଅୟୁତ
ତୁମେ କିନ୍ତୁ ହେବ ସୁରକ୍ଷିତ ।
।9। ବସତି କରିବ ଯେବେ ସର୍ବୋପରିସ୍ଥଙ୍କୁ ମହାମାରୀ ଆସିବନି ତୁମ ନିବାସକୁ
ସମସ୍ତ ଗତିରେ ତୁମ ରକ୍ଷା ପାଇଁ
ଦୂତଙ୍କୁ ଆଦେଶ ଦେବେ
ଭୟ ଯେ ନାହିଁ ॥
bottom of page