top of page

Jisu he tumari pade pranam
ଯୀଶୁ ହେ ତୁମରି ପାଦେ ପ୍ରଣମ ॥
କେଡେ ସ୍ଵର୍ଗୀୟ ପ୍ରେମ
ମୋ ସମ ପାପୀଜନେ
କରିବାକୁ ତୁମ ସ୍ଵର୍ଗୀୟ ସନ୍ତାନ
ତେଜିଲ ସ୍ଵର୍ଗଧାମ
ହାଲ୍ଲିଲୁୟ। ଆମେନ୍ ହା … ହାଲ୍ଲିଲୁୟ। ॥
କୃଶେ ମରଣବରି
ମୋ ପ୍ରାୟଶ୍ଚତ ସାରି
ହେଲେ ମୃତ୍ୟୁଞ୍ଜୟୀ ମରଣ ବିଜୟୀ
ଜୟହେ ତ୍ରାଣକାରୀ
ହାଲ୍ଲିଲୁୟ। ଆମେନ୍ ହା … ହାଲ୍ଲିଲୁୟ। ॥
କଲ ମୋତେ ତୁମରି
ମୋ ପାପକ୍ଷମା କରି
ନୋହିଁବି ବିଚ୍ଛିନ୍ନ ତୁମଠାରୁ କେବେ
ମୁଁ ଯେ ସଦା ତୁମରି
ହାଲ୍ଲିଲୁୟ। ଆମେନ୍ ହା … ହାଲ୍ଲିଲୁୟ। ॥
Jisu he tumari pade pranam
kede svargiya prema
mo sama papijane
karibaku tuma svargiya santana
tejila svargadhama
halliluya. amen ha... halliluya. .
kruse maranabari
mo prayaschita sari
hele mrutyunjayi marana bijayi
jayahe tranakari
halliluya. amen ha... halliluya. .
kolo mote tumari
mo papakhyama kari
nohibi bichinha tumotharu kebe
mum je sada tumari
halliluya. amen ha... halliluya. .
bottom of page