HOME
ScriptureLink
SELECT LANGUAGE
CONTACT
Add/Update Songs
More
ଯୀଶୁ ମୋର ତୁମର ସେ ଭାର
ବହିଲେ ନିଜ ଉପରେ
ଘନ ଘନ ଫୁଟିଥିଲା ଝାଳ
ବିନ୍ଧୁ ଥିଲା ମୁକୁଟ କଣ୍ଟାର
ତାରିବାକୁ ସେ ତୋ ପାପ ଭାର
ବହିଲେ ନିଜ ଉପର
ଝରୁଥିଲା ମୁଣ୍ଡରୁ ରୁଧିର
କ୍ଷତ ଥିଲେ ସେ ସର୍ବ ଶରୀର
ଜଗତର ସେ ସନ୍ତାପ ଭାର