top of page

Jisu tume moro asa

ଯୀଶୁ ତୁମେ ମୋର ଆଶା

ଗଉରବମୟ ଭରସା

ତୁମେ ମୋ ବିଶ୍ଵାସ ଭୁମି

ମୋର ମୁକତି ସରଣୀ

ତୁମଠାରେ ରଖିଛି ମୁଁ ଦୃଢ ଭରସା

ଯୀଶୁ ତୁମେ ମୋର ଆଶା - 3 ଥର


ଆସୁ ଦୁଃଖ ନଇରାଶ

ଅବା ଘେରୁ ଜରା କ୍ଲେଶ

ବିଶ୍ଵାସେ ପ୍ରତିଦିନ

କାଟୁଥିବି ଏ ଜୀବନ

ତୁମେ ମୋ ବିଶ୍ଵାସ ଭୁମି

ମୋର ମୁକତି ସରଣୀ

ତୁମଠାରେ ରଖିଛି ମୁଁ ଦୃଢ ଭରସା

ଯୀଶୁ ତୁମେ ମୋର ଆଶା - 3 ଥର


ଯଦି ନିନ୍ଦା ଅପମାନ

ଦିଏ ଶତ୍ରୁ ଶୟତାନ

ହେବି ନାହିଁ ଭୟଭୀତ

ଗାଉଥିବି ଜୟଗୀତ

ତୁମେ ମୋ ବିଶ୍ଵାସ ଭୁମି

ମୋର ମୁକତି ସରଣୀ

ତୁମଠାରେ ରଖିଛି ମୁଁ ଦୃଢ ଭରସା

ଯୀଶୁ ତୁମେ ମୋର ଆଶା - 3 ଥର

Jisu tume mora asa

ga'urabamaya bharasa

tume mo biswasa bhumi

mora mukati sarani

tumathare rakhichi mu drudha bharasa

jisu tume mora asa - 3 thara

 

Asu dukha na'irasa

aba gheru jara klesha

biswase pratidina

katuthibi e jibana

tume mo biswasa bhumi

mora mukati sarani

tumathare rakhichi mu drudha bharasa

jisu tume mora asa - 3 thara

 

Jadi ninda apamana

di'e satru sayatana

hebi nahi bhayabhita

ga'uthibi jayagita

tume mo biswasa bhumi

mora mukati sarani

tumathare rakhichi mu drudha bharasa

jisu tume mora asa - 3 thara

bottom of page